ସିଂହଦ୍ୱାରରେ ଲାଗିଥିବା ନୂଆ ରୂପା ଛାଉଣୀ ଦ୍ୱାରର ନିର୍ମାଣ ଶୈଳୀକୁ ନେଇ ଦେଖାଦେଇଛି ବିବାଦ

14

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) “ମ – ଶ୍ରୀମନ୍ଦିର ସିଂହଦ୍ୱାରରେ ଲାଗିଥିବା ନୂଆ ରୂପା ଛାଉଣୀ ଦ୍ୱାରର ନିର୍ମାଣ ଶୈଳୀକୁ ନେଇ ଦେଖାଦେଇଛି ବିବାଦ । ସିଂହଦ୍ୱାରରେ ଲାଗିଥିବା ସିଂହମୂର୍ତ୍ତି ଭୁଲ ଭାବରେ ଲଗାଯାଇଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ହେଲେ ଘୁରିବୁଲୁଥିବା ଏହି ଫଟୋ କେହି ବ୍ୟକ୍ତି ଏଡିଟ କରି ଭୁଲ ଚିତ୍ରିତ କରି ସୋସିଆଲ ମିଡ଼ିଆରେ ଛଡ଼ାଯାଇଥିବା କୁହାଯାଇଛି । ଦୁଇ ସିଂହମୂର୍ତ୍ତିକୁ ଏଡ଼ିଟ କରି ଦୁଇ ସିଂହମୂର୍ତ୍ତିଙ୍କ ମୁହଁ ଗୋଟିଏ ପାର୍ଶ୍ୱକୁ ରଖାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More