ସିଂସାରି ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀଙ୍କ ଯୋଗଦାନ

40

Get real time updates directly on you device, subscribe now.

ନବରଙ୍ଗପୁର/ଡାବୁଗାଁ(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ରେ ଗୁରୁବାର ନୂତନ ଫାଣ୍ଡି ଅଧିକାରୀ ଭାବେ ଶିଶିର କାନ୍ତ ଘୋଷ ଯୋଗଦାନ କରିଛନ୍ତି | ସେ ପୂର୍ବରୁ ଡାବୁଗାଁ ଥାନାରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲେ | ପୂର୍ବତନ ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ହାଲୱା ଙ୍କର ଡାବୁଗାଁ ଥାନାକୁ ବଦଳି ହୋଇଛି | ପୂର୍ବତନ ଫାଣ୍ଡି ଅଧିକାରୀ ଗୋପାଳକୃଷ୍ଣ ହାଲୱା ମଧ୍ୟ ଆଜି ଡାବୁଗାଁ ଥାନାରେ ଏଏସଆଇ ଭାବେ ଯୋଗଦାନ କରିଛନ୍ତି | ଦୁଇ ପୋଲିସ ଅଧିକାରୀ ଦକ୍ଷତା ସମ୍ପନ୍ନ ଅଧିକାରୀ ଭାବେ ଜନାଦୃତ ଥିବା ଜଣାପଡ଼ିଛି l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ ଜି ବିନୋଦ କୁମାର ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More