ସାମ୍ବାଦିକ ମନୋଜ କୁମାର ପାଣ୍ଡିଙ୍କ ପିତା ବିୟୋଗ

14

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ) : – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବୋରିଗୁଡା ଗ୍ରାମର ବରିଷ୍ଠ ସାମ୍ବାଦିକ ମନୋଜ କୁମାର ପାଣ୍ଡିଙ୍କ ପିତା ବୃନ୍ଦାବନ ପାଣ୍ଡି ଗତ କାଲି ସଂଧ୍ୟାରେ ବୋରିଗୁଡା ନିଜ ବାସଭବନରେ ପରଲୋକ ହୋଇଯାଇଛି l ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲାl ସେ ଜଣେ ସରଳ, ମେଳାପି ମିଷ୍ଟ ଭାଷୀ ସହ ଇଷ୍ଟ ପରାୟଣ ବ୍ୟକ୍ତିତ୍ୱ ଥିଲେ l ତାଙ୍କ ଶେଷ ସମୟରେ ଧର୍ମପତ୍ନୀ କୁନ୍ତଳା ପାଣ୍ଡି,ପୁଅ ମନୋଜ ପାଣ୍ଡି,ବାଲାଜୀ ପାଣ୍ଡି ଉପସ୍ଥିତ ଥିଲେ l ସେ କିଛି ଦିନ ହେଲା ଅସୁସ୍ଥତା ହେତୁ ଶଯ୍ଯାଶାୟୀ ଥିଲେ l ତାଙ୍କ ବିୟୋଗରେ ପାନାବେଡା ପ୍ରେସ କ୍ଲବ ସଦସ୍ୟ ଦିଲ୍ଲୀପ ଦାସ, ମହମ୍ମଦ ହୁସେନ୍, ମୁକୁନ୍ଦ ବେସ୍ରା,ସଂଗ୍ରାମ କେଶରୀ ସାହୁ, ଶ୍ୟାମ ସୁନ୍ଦର ସୁନାନୀ, ବାସୁଦେବ ସୁନା, ଦିବ୍ୟ ରଞ୍ଜନ ମହାପାତ୍ର, ହିମାଂଶୁ ରଞ୍ଜନ ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ବିଦେହୀ ଆତ୍ମାର ସଦଗତି ନିମନ୍ତେ କାମନା କରିଛନ୍ତି ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More