ସାମ୍ବାଦିକଙ୍କୁ ମାଡ଼ ଘଟଣାରେ କଂଗ୍ରେସ ଓ ବିଜେପିର ତିବ୍ରନିନ୍ଦା

21

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : – ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ପରିସରରେ ସମ୍ବାଦିକ ଙ୍କୁ ଏଏସପି ଜୟକୃଷ୍ଣ ବେହେରା ପାଇପ ଯୋଗେ ପିଟିଥିଲେ ।ଏହାକୁ ରାଜ୍ୟ ସାମ୍ବାଦିକ ସଂଘ ନିନ୍ଦା କରି ଅପରାଧୀଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ରଖିଛି ।ଏପଟେ ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ପକ୍ଷରୁ ବି ଦୃଢ଼ ନିନ୍ଦା କରାଯାଇଛି ।ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି ଯେ ୭ ଦିନ ଭିତରେ ଯଦି ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ, ତେବେ ରାଜ ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି କଂଗ୍ରେସ ଓ ବିଜେପି ଦଳର ବରିଷ୍ଟ ନେତା। ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଙ୍ଘର୍ଷ ନିୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More