ସାମାଜିକ ଅନୁଷ୍ଠାନ ଉଇ ଫର୍ ଇଉ ୟୁଥ୍ କ୍ଲବ୍ ତରଫରୁ ଭୋକିଲା ମୁଁହରେ ଆହାର ବଣ୍ଟନ

14

Get real time updates directly on you device, subscribe now.

ରାଉରକେଲା(ସଂଘର୍ଷ ମିଡିଆ) : – ରାଉରକେଲାର ଅନ୍ୟତମ ସାମାଜିକ ଅନୁଷ୍ଠାନ ଉଇ ଫର୍ ଇଉ ୟୁଥ୍ କ୍ଲବ୍ ତରଫରୁ ଭୋକିଲା ମୁଁହରେ ଆହାର ବଣ୍ଟନ ରାଉରକେଲାର ଅନ୍ୟତମ ସାମାଜିକ ଅନୁଷ୍ଠାନ ଉଇ ଫର୍ ଇଉ ୟୁଥ୍ କ୍ଲବ ତରଫରୁ ରାସ୍ତା କଡ଼ରେ ଜୀବନଜାପନ କରୁଥିବା ଗରିବ ଅସହାୟ ଏବଂ ଫୁଟପାଥରେ ଜୀବନ ବିତାଉଥିବା ଲୋକଙ୍କୁ ଉଇ ଫର୍ ଇଉ ୟୁଥ୍ କ୍ଲବର ସଦଶ୍ୟ ମାନେ ୩୦୦ ଜଣ ଭୋକିଲାଙ୍କୁ ରାଉରକେଲା ରେଳ ଷ୍ଟେସନ ପାଖ, ବିଶ୍ରା ବସଷ୍ଟାଣ୍ଡ ଠାରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିରେ କ୍ଲବ୍ ର ସଭାପତି କୈଳାସ ବେହେରା ,ପ୍ରତାପ ଜେନା ,ପ୍ରଶାନ୍ତ ସାହୁ , ରଶ୍ମିରଞ୍ଜନ ବାରିକ୍,ପ୍ରବୀର ଜେନା ,ଶୁଭମ୍ ମହାପାତ୍ର, ବିଶ୍ୱଜିତ୍ ଘୋଷ, ବିଶ୍ୱଜିତ୍ ରାଉତ୍,ଅଭୟ ସାହୁ ଆଶୁତୋଷ ବିଶ୍ଵାଳ,ମନ୍ମତ୍ ଦୀପ,ତନୁଶ୍ରୀ ନାୟକ , ଶୁଭର୍ଜିତ ମୁଖାର୍ଜୀ , ରାଜଲକ୍ଷ୍ମୀ ସାହୁ ,ଲିପୁ ମହାପାତ୍ର ,ଆଶୁତୋଷ ମହାପାତ୍ର ,ସମୀର ମହାପାତ୍ର ,ଦେଵିକା ମିଶ୍ର ସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ଭୋକିଲା ଙ୍କୁ ଆହାର ଦେଇ ତାଙ୍କ ମୁହଁରେ ହସ ଫୁଟାଇଥିଲେ । ଉଇ ଫର୍ ୟୁଥ୍ କ୍ଲବ୍ ର କର୍ମକର୍ତ୍ତା ମାନେ ଭୋକିଲାଙ୍କ ମୁହଁରେ ଆହାର ଦେବାଭଳି କାର୍ଯ୍ୟକ୍ରମ କ୍ରମାଗତ ଭାବରେ କରିଆସୁଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More