ସାନ ଜ୍ଵାଇଁର ଆକ୍ରମଣରେ ଶଶୁର ଘର ପରିବାରର ୫ ଆହତ, ଜଣେ ମୃତ

13

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ ଉପର ନୁଆସାହି ତାତାମ୍ବରି ଆଖଡ଼ା ମଠ ନିକଟରେ ପରିବାର କଳହରେ ସାନ ଜୋଇଁର ଆକ୍ରମଣରେ ପରିବାରର ୫ ଆହତ ହୋଇଥିବା ବେଳେ ଜଣେ ମୃତ୍ୟୁ ବାରାଁ କରିଛନ୍ତି l ପୂର୍ବ ଶତ୍ରୁତାକୁ ନେଇ ସାନ ଜୋଇଁ ନୃସିଂଘ ମହାନ୍ତିଙ୍କ ଆକ୍ରମଣରେ ସ୍ତ୍ରୀ, ଶାଶୁ, ସଢୁ, ଦେଢ଼ ଶାଶୁ ଗୁରୁତର ଆହତ ହେବା ସହ ପୁତୁରା ସୌମ୍ୟ ରଞ୍ଜନ ପ୍ରଧାନଙ୍କ ମୃତ୍ୟୁ ଘଟିଛି l ଘଟଣା ସ୍ଥଳରେ କୁମ୍ଭାରପଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ପୂର୍ବରୁ ଆକ୍ରମଣ କାରି ନୃସିଂଘ ମହାନ୍ତି ଶାଶୁ ଘର ଲୋକଙ୍କ ଉପରେ ରାଗ ରଖିଥିବା କହିଛନ୍ତି ନୃସିଂହଙ୍କ ସ୍ତ୍ରୀ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More