ସାନ୍ତାଳୀ ବାହା ପରବର ଗୀତ ରେକର୍ଡିଙ୍ଗ

11

Get real time updates directly on you device, subscribe now.

ରାଇରଙ୍ଗପୁର(ସଂଘର୍ଷ ମିଡିଆ) : ଆଜି ବିଜାତଳା ବ୍ଲକର ରାସବିହାରୀ ପ୍ରଡକ୍ସନ ଆନୁକୂଲ୍ୟରେ ସାନ୍ତାଳୀ ଭାଷାରେ ବାହା ପରବ ସମୟର ଗୀତର ରେକର୍ଡିଙ୍ଗ ହାତବାଦଡା ନିକଟସ୍ଥ କାଦୁଆଣିର ତିରିଆ ଷ୍ଟୁଡ଼ିଓରେ ହୋଇଯାଇଛି l ସମ୍ପୂର୍ଣ୍ଣ ପାରମ୍ପରିକ ବାଦ୍ୟଯନ୍ତର ତାଳେ ତାଳେ ଗୀତଟିକୁ ଗାଇଛନ୍ତି ଯୁବ କଣ୍ଠ ଶିଳ୍ପୀ କାରାନ, ବଡ଼ବାବୁ,ସାରମଣି ଏବଂ ଡଲି , ହେମ୍ବ୍ରମ ଏହାକୁ ବଡ଼ବାବୁ ଟୁଡୁ ରଚନା କରିଥିବା ବେଳେସଞ୍ଚୟ ଟୁଡୁ ଏଥିରେ ସ୍ୱର ସଂଯୋଜନା କରିଛନ୍ତି l ଏହି ଗୀତଟି ଆଦିବାସୀ ସାନ୍ତାଳୀ ସାମ୍ପ୍ରଦାୟଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହେବ ବୋଲି ଆଶା କରାଯାଉଛି lରାଇରଙ୍ଗପୁରରୁ ନିରଜ କୁମାର ସାହୁଙ୍କ ରିପୋର୍ଟ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More