ସାତଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ଭେଟିଲେ ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି

9

Get real time updates directly on you device, subscribe now.

ଆଙ୍କର-: ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି ରାଜ୍ୟ ସମ୍ପାଦକ ଭାଗିରଥି ଜେନା ଓ ଜିଲ୍ଲା ଶାଖାର ସମ୍ପାଦକ ସନ୍ତୋଷ ନାୟକ ନାୟକଙ୍କ ନେତୃତ୍ୱରେ ପୂର୍ବପ୍ରସ୍ତୁତି ଅନୁଯାଇ ସଂଘର ନିଷ୍ପତି କ୍ରମେ 29/06/2022 ରେ ସାତଦଫା ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସାତଦଫା ଦାବିରେ ଏହା ଉଲେଖ ଅଛିଯେ ମହାଙ୍ଗା ଭତା 3%, ୱାଚେସ କର୍ମଚାରୀଙ୍କୁ ସ୍ଥାଇ ନିଯୁକ୍ତି,ପଦବୀ ଉଛେଦ ନକରି ଖାଲି ଥିବା ପଦବୀ ମାନଙ୍କରେ କିପରି ଅସ୍ଥାୟୀ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯିବ ତାହା ସାତଦଫା ଦାବିରେ ଉଲେଖ କରାଯାଇଛି ।ଓଡିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଅନେକଥର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ଫଳପ୍ରଦ ହୋଇପାରିନାହିଁ. ତେଣୁ ପୁନର୍ବାର ଆମେ ସରକାରଙ୍କୁ ମନେପକାଇଦେଲୁ ଯଦି ସରକାର ଆମ କଥାକୁ କର୍ଣପାତ ନକରନ୍ତି ତେବେ ଆସନ୍ତା ଦିନ ମାନଙ୍କରେ ଆମେ ରାଜରାସ୍ତାକୁ ଅଲ୍ଲାହିଁବାକୁ ପଛଘୁଞ୍ଚା ଦେବୁନାହିଁ ।\

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More