ସରକାର ଆମ ପାଇଁ ଗୋଟେ କଳାକାର ଭତା କରିଦିଅ ?

77

Get real time updates directly on you device, subscribe now.

ନରସିଂହପୁର(ସଂଘର୍ଷ ମିଡିଆ) : – – ତ୍ରିନାଥ ସଂକୀର୍ତନ ମଣ୍ଡଳୀକୁ କେବେ ମିଳିବ କଳାକାର ଭତ୍ତା । ସରକାର ମାଳ ମାଳ ଯୋଜନା ଘୋଷଣା କରୁଥିବା ବେଳେ ଏଠି ଲୋକ ଙ୍କ ପାଖରେ ପହଂଚି ପାରୁନି ସରକାରୀ ସୁବିଧା….କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମ କୈବ୍ରତ ସାହିର ତ୍ରିନାଥ ମହିଳା ସଂକୀର୍ତନ ମଣ୍ଡଳୀ କ୍ଷୋଭ ସହିତ କହିଛନ୍ତି । ଆଜକୁ 6 ବର୍ଷ ହେବ ଏହି ସଂକୀର୍ତନ ମଣ୍ଡଳୀ ଗଠନ କରାଯାଇଥିଲା ହେଲେ ସରକାରଙ୍କର ବିଭିନ୍ନ ମାଳ ମାଳ ଯୋଜନା ଏମାନଙ୍କ ପାଖରେ ଅପହଞ୍ଚ ହୋଇ ପଡିଛି । ଦେଖାଯାଉ ସରକାର ଏହି ତ୍ରିନାଥ ସଂକୀର୍ତନ ମଣ୍ଡଳୀ ମହିଳା ମାନଙ୍କୁ ସରକାରୀ ସହାୟତା କେବେ ଯୋଗାଇ ଦିଆଯାଉଛି ।ଯଦି ଆଗାମୀ ଦିନରେ ଆମକୁ କଳାକାର ଭତ୍ତା ଯୋଗାଇ ନ ଦିଆଯାଏ 2024 ନିର୍ବାଚନରେ ସରକାରଙ୍କୁ ଉଚିତ ଶିକ୍ଷା ଦିଆଯିବ ବୋଲି ସଂକୀର୍ତ୍ତନ ମଣ୍ଡଳୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More