କନ୍ଧମାଳ(ସଂଘର୍ଷ ମିଡିଆ ) : :-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ଥିବା ମଣ୍ଡାକିଆ ଗ୍ରାମ ପଞ୍ଚାୟତର ଜାର୍ଗିନାଯୁ ଗ୍ରାମ ଠାରେ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସରକାରଙ୍କ ଠାରୁ ଆସୁଥିବା ପିଲାମାନଙ୍କ ନିମନ୍ତେ ଆର୍ଥିକ ସହାୟୋତାକୁ ପାଇନଥିବା ଅଭିଯୋଗ |ଏବଂ ବାରମ୍ବାର ପ୍ରଧାନ ଶିକ୍ଷଙ୍କର ଅନୁପସ୍ଥିତର ଅଭିଯୋଗ କରିଛନ୍ତି ସ୍କୁଲର ଛାତ୍ର ଛାତ୍ରୀ ଏବଂ ଅଭିଭାବକ |ଅନ୍ୟପଟେ ସ୍କୁଲ ଖୁଲିବା ଦ୍ୱାରା ପିଲାମାନଙ୍କ ମଧ୍ୟ୍ୟରେ ଖେଳିଯାଇଛି ଆନନ୍ଦର ସ୍ୱ |କିନ୍ତୁ ପ୍ରଧାନ ଶିକ୍ଷଙ୍କର ଏପରି ଓଭହେଲା ଦ୍ୱାରା କିପରି ପ୍ରଭାବ ପଡ଼ିବ ଛାତ୍ର ଛାତ୍ରୀ ନିକଟରେ |ଏହା ସାଧାରଣରେ ପ୍ରଶ୍ନବାଚକ ସୃଷ୍ଟି ହୋଇଛି..??|ସୂଚନା ଥାଉକି ଏହି ସ୍କୁଲରେ ସର୍ବମୋଟ 15 ରୁ 20 ଛାତ୍ର ଛାତ୍ରୀ ଏବଂ 2 ଜଣ ଶିକ୍ଷକ ରହିଛନ୍ତି |ସରକାରଙ୍କୁ ବିଦ୍ୟାଳୟର ଉନଟି ବିଷୟ ନିମନ୍ତେ ଗ୍ରାମବାସୀ ଦାବି କରିଛନ୍ତି |ବାଲିଗୁଡ଼ାରୁ ଉତ୍ତମ ନାଥ ଦିଗାଲଙ୍କ ରିପୋର୍ଟ ।