କେନ୍ଦ୍ରାପଡ଼ା( ସଂଘର୍ଷ ମିଡିଆ ) : ସରକାରଙ୍କ ଅନଲାଇନ ପାଠପଢା ନେଇ ଅନେକ କିଛି ସମସ୍ଯା ଦେଖିବାକୁ ମିଳୁଛି । ସେମିତି କିଛି ସମସ୍ଯା ହସ୍ତଗତ ହେଇଥିଲା କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର କେ.ସି ନୋଡାଲ ଉଚ୍ଚ ବିଦ୍ୟାଳୟର ସନ୍ଥପୁରା ଠାରେ l ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଉଦବେଗ ସୃଷ୍ଟି ହୋଇଥିଲା । ଆମ ସଂଘର୍ଷ ନ୍ୟୁଜ୍ ଟିମ୍ ଛାତ୍ରଛାତ୍ରୀ ମାନଙ୍କ ଠାରୁ ସମସ୍ୟା ବୁଝିଥିଲା । ସେମାନେ ଅନଲାଇନ ପାଠାପଢା ବୁଝିାପାରୁନାହାନ୍ତି , ବୁଝିବାକୁ ଆସିଛନ୍ତି କହିଥିବାବେଳେ ସେମାନଙ୍କ ସେମାନେ ମଧ୍ୟ ବିଦ୍ୟାଳୟ ପରିସରରେ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସଙ୍ଗରେ କିଛି ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏହି କୋରାନl ସମୟରେ ପିଲାମାନଙ୍କ ଅନଲାଇନ ପାଠ ପଢା କିପରି କାର୍ଯ୍ୟକ୍ରମ କରୁଛନ୍ତି l ଆଉ ମଧ୍ୟ ପିଲାମାନଙ୍କର ମିଳୁ ଥିବା ଚାଉଳ କେମିତି ଦିଆଯାଉଛି, ପିଲାଙ୍କ ଆକାଉଣ୍ଟରେ ଆସୁଥିବl ଟଙ୍କା କିପରି ଦିଆ ଯାଉଛି ବୋଲି ଆମ ଟିମି ସେମାନଙ୍କୁ ପଚାରି ବୁଝିଥିଲା। କେନ୍ଦ୍ରାପଡ଼ାରୁ ବିଜୟ କୁମାର ବେହେରା ଙ୍କ ସହ ସର୍ବେଶ୍ୱର ମଲ୍ଲିକଙ୍କ ରିପୋର୍ଟ ସଂଘର୍ଷ ନିୟୁଜ l