ସମ୍ବଲପୁର ମଣ୍ଡଳ କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ

46

Get real time updates directly on you device, subscribe now.

ସମ୍ବଲପୁର(ସଂଘର୍ଷ ମିଡିଆ) : – ସମ୍ବଲପୁର ମଣ୍ଡଳ କାରାଗାରରୁ ବିଚାରଧୀନ କଏଦୀ ଚମ୍ପଟ ମାରିଛି । କଏଦୀ ଚମ୍ପଟ ନେଇ ଧନୁପାଲୀ ଥାନାରେ ଜେଲ କର୍ତ୍ତୃପକ୍ଷଙ୍କ ଅଭିଯୋଗ । ଜେଲ ପରିସରକୁ ଯାଇ ଧନୁପାଲି ପୁଲିସର ତଦନ୍ତ ଆରମ୍ଭ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More