ସମୁଦ୍ରରେ ସ୍ନାନ ବେଳେ ଲହଡ଼ିରେ ଭାସି ଯାଉଥିବା ପର୍ଯ୍ୟଟକ ଉଦ୍ଧାର

140

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଚୈତନ୍ୟ ଛକ ନିକଟ 8 ନମ୍ବର ସେକ୍ଟର ସମୁଦ୍ରରେ ସ୍ନାନ ବେଳେ ଲହଡ଼ିରେ ଭାସି ଯାଉଥିବା ପର୍ଯ୍ୟଟକ ଉଦ୍ଧାର l ଉଦ୍ଧାର ପର୍ଯ୍ୟଟକ ଜଣକ ନେପାଳ କାଠମାଣ୍ଡୁ ଜିଲ୍ଲାର l ତାଙ୍କ ନାମ ସୁଦର୍ଶନ 24 l ସେ ଆଜି ଅପରାହ୍ନ 3ଟା 50ରେ ସମୁଦ୍ର ସ୍ନାନ କରୁଥିବା ବେଳେ ଲହଡ଼ିରେ ଭାସି ଯାଉଥିଲେ l ତାଙ୍କୁ ସଙ୍ଗେ ସଙ୍ଗେ ଲାଇଫଗାର୍ଡମାନେ ଉଦ୍ଧାର କରିଥିଲେ l ଅଗ୍ନିଶମ ବିଭାଗ ସହଯୋଗରେ ଲାଇଫଗାର୍ଡ ମାନେ ଉଦ୍ଧାର ପର୍ଯ୍ୟଟକଙ୍କୁ ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରିଥିଲେ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More