ସମାଜ ସେବିକାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

12

Get real time updates directly on you device, subscribe now.

ରାଜଗାଙ୍ଗପୁର (ସଂଘର୍ଷ ମିଡିଆ ) : ସୁନ୍ଦରଗଡ଼ ଜ଼ିଲ୍ଲା ରାଜଗାଙ୍ଗପୁର ଆଇଟି କଲେନୀ ନିବାସୀ ଉଷାରାଣୀ ବାରିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ । ରାଜଗାଙ୍ଗପୁର ଓସିଏଲ ୟୁନିଟ ଉଚ୍ଚାପଦାଧିକାରୀ ଇଡି କେତନ ଶ୍ରୀବସ୍ତାବ, ଚନ୍ଦ୍ରଶେଖର, ଏସ ପାରି, ଏବଂ ରାଜଗାଙ୍ଗପୁର ବିଧାୟକ ଏସ ରାଜେନ ଏକ୍କା ଉପସ୍ଥିତ ରହି ଥିଲେ ପ୍ରଥମେ ସମାଜ ସେବୀଙ୍କୁ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦିଆଗଲା l ଉଷା ଦେବୀ ଜଣେ ମିଷ୍ଟ ଭାଷୀ ଓ ମିଳାପି ପ୍ରକୃତିର ଥିଲେ l ସେ ବହୁ ସାମାଜିକ ସଂସ୍ଥାରେ ଜଡିତ ଥିଲେ l ତାଙ୍କର ତିନି ପୁତ୍ର ନିଷ୍ଠା ପୂର୍ବକ ମାଆଙ୍କ ସେବା କରିଆସୁଥିଲେ l ରାଜଗାଙ୍ଗପୁରରୁ ସମ୍ବାଦଦାତା ମନୋଜ କୁମାର ଗୌଡ଼ଙ୍କ ରିପୋର୍ଟ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More