ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟ।ଳୟ ଓ ଦୋକାନ ଫଳକର ନାମ ଓଡିଆ ଭାଷାରେ ଲେଖ : ଜିଲ୍ଲାପାଳ ନବରଙ୍ଗପୁର

7

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ ) : — ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଆଜି ନବରଙ୍ଗପୁରର ସମସ୍ତ ଜନସଧାରନଣ, ଦୋକାନୀ ତଥା ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟ।ଳୟର ଅଧିକାରୀ ମାନଙ୍କ ପାଇଁ ଏକ ବାର୍ତ୍ତା ଦେଇଛନ୍ତି। ଏହି ନିର୍ଦ୍ଧେଶ କ୍ରମେ ସମସ୍ତ ଦୋକାନ ତଥା କାର୍ଯ୍ୟ।ଳୟର ନାମ ଫଳକକୁ ଓଡିଆ ଭାଷାରେ ୩୦.୫.୨୦୨୨ ସୁଧା ଲେଖିବାକୁ ନିର୍ଦେଶ ଦେଇଛନ୍ତି। ଯେଉମାନେ ଇଙ୍ଗ୍ରାଜି ତଥା ହିନ୍ଦି ଭଷାରେ ଜେଉଁ ନାମ ଫଳକ ଲେଖିଛନ୍ତି,ତହିରେ ଓଡିଆ ଭଷାରେ ନାମ ଫଳକ ଲେଖିବା ପାଇଁ ସେ ଉପଦେଶ ଦେଇଛନ୍ତି। ଏହାଦ୍ଵାରା ଇଙ୍ଗ୍ରାଜି, ହିନ୍ଦି ଜାଣି ନ ଥିବା ଓଡିଆ ଜନସଧାରନଣଙ୍କୁ ଦୋକାନ,କାର୍ଯ୍ୟ।ଳୟ ଜାଣିବା ସହଜ ହେବ। ଆମ ଭାଷା ଓଡିଆ,ଆମେ ଓଡିଆ ବୋଲି ହେବା ଗର୍ବିତ। ଓଡିଶାରେ ଆମ ଭଷାର ରହିବ ଟେକ। ନବରଙ୍ଗପୁର ଜିଲ୍ଲାରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିୟୁଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More