ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ: ସିଏମସି

47

Get real time updates directly on you device, subscribe now.

କଟକ ( ସଂଘର୍ଷ ମିଡିଆ ) : ସପ୍ତାହର ପ୍ରତି ବୁଧବାର ବନ୍ଦ ରହିବ କଟକ ମାଲଗୋଦାମ । ମାଲଗୋଦାମ ଅଞ୍ଚଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଏହି ନିଷ୍ପତ୍ତି ନେଇଛି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହାସହ ମାଲଗୋଦାମ ତିନିଟି ପର୍ଯ୍ୟାୟରେ ଖୋଲିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛି ସିଏମସି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More