ସପ୍ତମ ଥର ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେଲେ ଓକିଲ ସଂଘ ସଭାପତି ଜୟ କୁମାର ସିଂହଦେଓ, ଓ ସମ୍ପାଦକ ଜତିନ ସାହୁ

76

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – -କଳାହାଣ୍ଡି ଜିଲ୍ଲା ମ ରାମପୁର ଓକିଲ ସଂଘର କର୍ମ କର୍ତ୍ତା ନିର୍ବାଚନ ର ଫଳାଫଳ ଘୋଷଣା ହୋଇଯାଇଛି। ବରିଷ୍ଠ ଆଇନଜୀବି ଜୟ କୁମାର ସିଂହଦେଓ ସପ୍ତମଥର ପାଇଁ ନିର୍ଦ୍ବନ୍ଦ୍ବରେ ସଭାପତି ପଦ ପାଇଁ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ଭାବେ ଆସିସ କୁମାର ମିଶ୍ର, ସମ୍ପାଦକ ଭାବେ ଜତିନ ସାହୁ, ଜଏଣ୍ଟ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ମିଶ୍ର,, ଆସିଷ୍ଟାଣ୍ଟ ସମ୍ପାଦକ ଶ୍ରୀ ମତୀ ମମତା ଭୋଇ, ଟ୍ରେଜର ସତ୍ୟନାରାୟଣ ସାହୁ, ପରିଚାଳନା କମିଟି ସଦସ୍ୟ ବିରଞ୍ଚିନାରାୟଣ ସତପଥି , ସପନ କୁମାର ପଟ୍ଟନାୟକ, ପ୍ରଦୀପ କୁମାର ପ୍ରହରାଜ, ବିଜୟ କୁମାର ମହାକୁଡ଼, ରାକେଶ କୁମାର ଶତପଥୀ ପ୍ରମୁଖ ଙ୍କ ଗୋଟିଏ ଲେଖାଏଁ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏହାକୁ ନେଇ ଆଜି ନିର୍ବାଚନ ଅଧିକାରୀ ପ୍ରସାନ୍ତ କୁମାର ପଣ୍ଡା ବିଧିବଦ୍ଧ ଭାବେ ଘୋଷଣା କରିବା ସହ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ସପଥ ପାଠ ଓ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More