ସତ୍ୟବାଦୀ ବ୍ଲକରୁ ଆଜି ୧୨ କାରୋନା ଆକ୍ରାନ୍ତ ଚିହ୍ନଟ

9

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ପୁରୀ ଜିଲା ସତ୍ୟବାଦୀ ବ୍ଲକରେ ଆଜି ୧୨ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି । ଏକକାଳୀନ ୧୨ ଜଣ କରୋନା ଆକ୍ରାନ୍ତ ରୋଗୀ ଚି଼ହ୍ନଟ ହେବା ଘଟଣା ସତ୍ୟବାଦୀ ବ୍ଲକରେ ପ୍ରଥମ ।  ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ଘଟଣା ଘୋଷଣା ହେବା ପରେ ବ୍ଲକ ଅଞ୍ଚଳର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More