ଷୋହଲ ପହରି ନାମଯଜ୍ଞ ଅନୁଷ୍ଠିତ

28

Get real time updates directly on you device, subscribe now.

ନୂଆପଡା(ସଂଘର୍ଷ ମିଡିଆ ) : -ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଲିଟିଗୁଡା ରେ ପ୍ରହରୀ ନାମ ଯଜ୍ଞ ସିନାପାଲି ଅଞ୍ଚଳ ର ବିଭିନ୍ନ ଗା ଗଣ୍ଡା ଗିଡିକରେ ପ୍ରହରୀ ନାମ ଯଜ୍ଞ ପାଇଁ କଲସଁ ଯାତ୍ରା ଆରମ୍ଭ ହୋଇ ଯାଇଛି। ଏହି ଅବସରରେ ସିନାପାଲି ବ୍ଲକ ର ଗା ଗଣ୍ଡା ରେ । ପ୍ରହରୀ ନାମ ଯଜ୍ଞ ପାଇଁ କଲସଁ ଯାତ୍ରା ଜଳାଭିଷେକ କାର୍ଯ୍ୟକ୍ରମ ମାନ ଆରମ୍ଭ ହୋଇଛି । ସିନାପାଲି ବ୍ଲକ ର ଲିଟିଗୁଡାଗ୍ରାମରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି । ଆଜି ଗ୍ରାମ ଶତାଧିକ ମହିଳା କଳସ ଯାତ୍ରା ରେ ବାହାରି ସ୍ଥାନୀୟ ପୋଖରୀ ରୁ ପୂର୍ଣ କଳସ ଧରି ପୂଜା ମଣ୍ଡପରେ ସ୍ଥାପିତ କରିଥିଲେ ।ଏଥିରେ ଗ୍ରାମର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିଲେ ।ଏହି ନାମଯଜ୍ଞ କର୍ତା ଭାବରେ ପଦନାଭ ମେହେର ଓ ସପତ୍ନୀ ପଦ୍ମିନୀ ମେହେର ଦାଇତ୍ୟା ନିର୍ବାହ କରୁଥିବା ବେଳେ ପୂଜକ ଭାବରେ ଜକ୍ତା ଦାସ ପୂଜା କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହି ପ୍ରହରୀ ନାମ ଯଜ୍ଞ ରେ ଗ୍ରାମର ବିଶେଷର ମେହର, ହରେରାମ ମାଝୀ , ହରିହର ମେହେର , ତପି , ସେହି ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ ନୂଆପଡା ଜିଲ୍ଲାରୁ ହେରାମ୍ବ ବାଗଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More