ଷାଠିଏ ବର୍ଷର ବୃଦ୍ଧା ବାପା ମାଙ୍କୁ ପର କରିଦେଲେ ପୁଅ ବୋହୁ

18

Get real time updates directly on you device, subscribe now.

କେନ୍ଦ୍ରାପଡା ( ସଂଘର୍ଷ ମିଡିଆ ) : ନିଜ ଜୀବନ ବଞ୍ଚାଇବାକୁ ଯାଇଁ ପଚାଶ ବର୍ଷ ବୟସରେ,ଏବେ ମା ରହୁଛି ବାପଘରେ,ବାପା ଜଗବନ୍ଧୁଙ୍କ ସାହାରା ଏବେ ମଠ ମନ୍ଦିରରେ । ଏମିତି ଏକ କରୁଣ ଚିତ୍ର ଦେଖିବାବୁ ମିଳିଛି ଜେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାଟରା ଚୋକଡା ପଞ୍ଚଯାତ ଅନ୍ତର୍ଗତ ହାତୀମେଳକ ଗ୍ରାମରେ । ଯେଉଁ ବାପା ମାଙ୍କ ପାଇଁ ପୁଅ ଦୁନିଆକୁ ଆସିଲା ଯାହାଙ୍କ କୋଳରେ ବଢ଼ିପୁଅ ଦୁନିଆ ଚିନିଲା ସେଇ ବାପା ମା,ଆଜି ପୁଅ ପାଇଁ ବୋଝ ପାଲଟିଛି, ଅଦରକାରି ହୋଇପଡ଼ିଚି…..! ଆଉ ସେଇଥିପାଇଁ ତ ଏ ଷାଠିଏ ବର୍ଷୀୟ ବୃଦ୍ଧା ବାପା ମାଙ୍କୁ ଘରୁ ଗୋଇଠା ମାରି ବାହାରକରି ଦେଇଛନ୍ତି ପୁଅ ବୋହୁ… ଜଗବନ୍ଧୁ ଓ ତାଙ୍କ ପତ୍ନୀ ଙ୍କୁ ଖାଇବାକୁ ଦେବା ତ ଦୁରର କଥା ରହିବା ପାଇଁ ଜାଗା ଟିକେବି ଦେଲେନି ପୁଅବୋହୁ , ଏବେ ତିନି ପୁଅବୋହୁ ଙ୍କର ମାଡ ଗାଳି ଓ ନିର୍ଯାତନା ର ଶିକାର ହେବାପରେ, ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରି ଥିଲେବି ସେଠୁ ମଧ୍ୟ ନିରାଶ ହୋଇ, ନ୍ୟାୟ ପାଇବା ଆଶାରେ ଏବେ ଜିଲ୍ଲାପାଳ ଙ୍କ ଦ୍ୱାରସ୍ତ ହେଲେ ବୃଦ୍ଧ ଜଗବନ୍ଧୁ ମଲିକ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More