ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍ ଅଭିଯୋଗ

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ଗୁମୁଟରୁ ଦାନବାକ୍ସ ଭାଙ୍ଗି ଲୁଟ୍ ଅଭିଯୋଗ। ଲୁହାରଡରେ ତଡାଯାଇଥିବା ସୂଚନା। ଭୀମଙ୍କ ପ୍ରତିମୂର୍ତ୍ତି ତଳେ ରଖାଯାଇଥିଲା ଦାନବାକ୍ସ। ଗାରଦଙ୍କ ନିକଟରେ ରହିଛି ତଡାଯିବା ଦାନବାକ୍ସ ଓ ଲୁହାରଡ । ପୋଲିସ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More