ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମ ଜାରି ରହୁ : ଓଡିଆ ଭାଷା ଓ ସଂସ୍କୃତି ସୁରକ୍ଷା ସଂସ୍ଥା

7

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ କାମ ଜାରି ରହୁ ବୋଲି କହିଛି ଓଡିଆ ଭାଷା ଓ ସଂସ୍କୃତି ସୁରକ୍ଷା ସଂସ୍ଥା ନୀଳଚକ୍ର । ତେବେ ମଠ ମନ୍ଦିରକୁ ସୁରକ୍ଷିତ ରଖି ରାସ୍ତା ଘାଟ ଓ ପରିସରର ଉନ୍ନତି କରାଯିବାର ଆବଶ୍ୟକତା ରହିଛି ବୋଲି କହିଛି ସଂସ୍ଥା। ଅନ୍ୟ ପକ୍ଷରେ ଚାଲିଥିବା ପ୍ରକଳ୍ପ କାମ ଆଇନ ସମ୍ମତ କି ନୁହେଁ ସେ ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ସ୍ପଷ୍ଟ ଭାବେ ସୁଚନା ଦେବାକୁ ଦାବୀ କରିଛି ନୀଳଚକ୍ର। ଜନ ସାଧାରଣ ସବୁ କଥା ସ୍ପଷ୍ଟ ଭାବେ ନଜାଣିଲେ ଅଯଥା ବିବାଦ ଓ ଦ୍ବନ୍ଦ ବଢୁଛି ବୋଲି କଟକରେ ଏକ ସାମ୍ବାଦିକ ସମ୍ମିଳନୀର କରି ନୀଳଚକ୍ର ପକ୍ଷରୁ କୁହାଯାଇଛି । କଟକରୁ ସୁରେଶ ଚନ୍ଦ୍ର ରାଉତଙ୍କ ରିପୋର୍ଟ ସଂଘର୍ଷ ନ୍ୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More