ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ

32

Get real time updates directly on you device, subscribe now.

ଗଜପତି(ସଂଘର୍ଷ ମିଡିଆ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବଡ଼ ରାଧାକାନ୍ତ ମଠ ପ୍ରାଙ୍ଗଣରେ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି।ସକାଳୁ ଭାଗବତ ପାରାୟଣ ହେଉଛି ଓ ସନ୍ଧ୍ୟା 6.30 ଠାରୁ 9.00 ଘଣ୍ଟା ପର୍ଯ୍ୟନ୍ତ ପ୍ରବକ୍ତା ପୂଜ୍ୟ ବାବା ଛନ୍ଦାଚରଣ ଦାସ ଜୀ ମହାରାଜ ପ୍ରବଚନ ଦେଉଛନ୍ତି। ଏହି ପ୍ରବଚନ ଶୁଣିବା ପାଇଁ ବହୁ ଆଧ୍ୟାତ୍ମିକ ପ୍ରେମିକ ସମାଗମ ହୋଇଛି।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଗଜପତିରୁ ବିବେକାନନ୍ଦ ବେହେରା।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More