ଶ୍ରୀକ୍ଷେତ୍ରରେ ପହଞ୍ଚିଲା ସଂକୀର୍ତ୍ତନ ଶୋଭାଯାତ୍ରା

47

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : -ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ଆଜ୍ଞାରେ ଜଗତର ମଙ୍ଗଳ ତଥା ବିଶ୍ୱର ମଙ୍ଗଳ ପାଇଁ ବାବା ତପନ କୁମାର ଓଝାଙ୍କ ପ୍ରତେକ୍ଷ ତତ୍ୱାବଧାନରେ ବାଲୁଙ୍କେଶ୍ୱର ମହରୁଦ୍ରଙ୍କ ପୀଠରୁ ନାମ ସଂକୀର୍ତ୍ତନ ଶୋଭାଯାତ୍ରା “-ଭଜ ଅନନ୍ତ ଅଚ୍ୟୁତ ଆତ୍ମା ରାମ …ଯପ ସତ୍ୟ ସନାତନ କଲକୀ ରାମ।”ବାହାରି ଶ୍ରୀ କ୍ଷେତ୍ରରେ ପହଂଚି ଥିଲେ । ଭକ୍ତ ମାନେ ତିନି ରଥକୁ ପରିକ୍ରମା ସହିତ ମହୋଦଧି ବନ୍ଦାପନା ଏବଂ ସଦଗୁରୁ ଅରକ୍ଷିତ ଦେବଙ୍କ ରାସ ମଣ୍ଡଳୀରେ ଯୋଗ ଦେବା ସହିତ କୃପା ଭିକ୍ଷା କରିଥିଲେ। ଭକ୍ତ ମାନଙ୍କ ହରିବୋଲ ହୁଳାହୁଳିରେ ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ତିନି ରଥରେ ପ୍ରଭୁଙ୍କୁ ଦର୍ଶନ କରି ଭକ୍ତ ମାନେ ନିଜକୁ କୃତାର୍ଥ ମନେ କରିଥିଲେ। ବ୍ୟୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More