ଶ୍ରାବଣ ମାସର ଦୃତିୟ ସୋମବାରରେ ଶୈବ ପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼

10

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ) : – ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠରେ ଲାଗୁଛି ଭକ୍ତଙ୍କ ଭିଡ଼ କଳାହାଣ୍ଡି ଜିଲ୍ଲା କର୍ଳାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବ୍ରା ପାୟଞ୍ଚତ ସ୍ଥିତ କୁଶୁର୍ଲା ଗାଆଁରେ ଥିବା ଶ୍ରୀଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ଼ ଓ ଦୀର୍ଘ ୧୯ ବର୍ଷ ପରେ ଚଳିତ ବର୍ଷ ଦୁଇ ମାସ ଶ୍ରାବଣ ପଦିଥିବା ବେଳେ ଗାଆଁରୁ ସହର ଯାଏ ପ୍ରତେକ ଗାଆଁରେ ଓ ଶୈବ ପୀଠରେ ଶୁଣିବାକୁ ମିଜୁଛି ଓ ନମ୍ଃ ଶିବାୟ ଓ ବୋଲ୍ ବମ୍ ଏବଂ କାଉଡ଼ିଆ ମାନେ ନିଷ୍ଠାର ସହିତ ଭଗବାନଙ୍କ ଠାରେ ପୂଜାର୍ଚ୍ଚନା କରୁଛନ୍ତି ଏବଂ ବହୁତ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଭକ୍ତମାନେ ଆସିଛନ୍ତି ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠକୁ ଓ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More