ଶ୍ରମିକ ଦିବସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଓ ଅସ୍ତ୍ରପ୍ରଚାର ଶିବିର ଅନୁଷ୍ଠିତ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ ) : କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଇନ୍ଦ୍ରାଣୀ ପାଟଣା ପଂଚାୟତ ଚାଷlପଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଶ୍ରମିକ ଦିବସ ଉପଲକ୍ଷେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି!ଟାଙ୍ଗୀ ଚୌଦ୍ୱାର ବ୍ଲକ ନୋଡାଲ ଏନ.ଜି.ଓ. ଉଦ୍ଧାର ଫାଉଣ୍ଡେସନ ସଂଗଠନ ଓ ଚଷାପଡା ଉନୟନ ପରିଷଦ ମିଳିତ ଆନୁକୂଲ୍ୟରେ କ୍ୟାୟାର ନେତ୍ରମ ସହଯୋଗ ରେ ଆଜି ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିର କୁ ମୁଖ୍ୟ ଅତିଥି ସମାଜସେଵୀ ମହାସଂଘ ର ସଭାପତି ନରୋତ୍ତମଃ ଦାସ ଶୁଭ ଉଦଘାଟନ କରିଥିଲେ l ପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିବିରକୁ ଆରମ୍ବ କରିଥିଲେ!ଏହି ଶିବିର ରେ 80ରୁ ଉର୍ଦ୍ଧ ଚକ୍ଷୁ ରୋଗୀ ଏହି ଶିବିରରେ ଚକ୍ଷୁ ପରୀକ୍ଷା କରିଥିଲେ !ଭୁବନେଶ୍ୱର ର ସ୍ଥିତ କେୟାର ନେତ୍ରମ ତରଫରୁ ଆସିଥିବା ଡାକ୍ତର ସୁଶାନ୍ତ କୁମାର ମଲ୍ଲ, ଓ ଉଦ୍ଧାର ଫାଉଣ୍ଡେସନ ର ସଭାପତି ଓ ଚାଷlପଡା ଉନୟନ ର ସଭାପତି ଭାଗୀରତି ସାହୁ, ଉଦ୍ଧାର ଫାଉଣ୍ଡେସନ ର ସହ ସମ୍ପାଦକ ସରୋଜ ସାହୁ, ବିନୋଦ ପ୍ରଧାନ, ସନ୍ତୋଷ ମହାପାତ୍ର, ଅବିନାଶ ପ୍ରଧାନ , ଜଗନାଥ ନାୟକ, ମନୋଜ ଗୋଛାୟତ, କାଳନ୍ଦୀ ଗୋଛାୟତ, ବାମଦେବ ଜେନା,ସତ୍ୟଜିତ ଗୋଛାୟତ, ମାନସ ଗୋଛାୟତ, ଜଗନ ସ୍ୱାଇଁ, ସରୋଜ ରାଉତ, ବାପୁନି ରାଉତ, ଗୋଛାୟତ, ବଣ୍ଟି ବେହେରା, ପବିତ୍ର ଗୋଛାୟତ, ରଘୁନାଥ ସାହୁ, ସିଦ୍ଧାର୍ଥ ବେହୁରା ପ୍ରମୁଖ ରହି ସହଯୋଗ କରୁଥିଲେ l ଏହି ଚିକିତ୍ସା ଶିବିରରେ 30ରୁ ଉର୍ଦ୍ଧ ମୋତିଆ ବିନ୍ଦୁ ରୋଗୀ ଙ୍କୁ ପ୍ରଯ୍ୟlୟ ଭିତରେ ମାଗଣା ଅସ୍ତ୍ର ପ୍ରଚାର ପାଁଇ ଭୁବନେଶ୍ୱର ସ୍ଥିତ ଭିଜନ କେ ୟା ର ଆ ଇ ହସ୍ପିଟାଲ କୁ ନିଆଯିବ ଚଷlପଡା ଉନୟନ ର ସଭାପତି ଭାଗୀରତି ସାହୁ ମତ ରଖିଥିଲେ । ଚୌଦ୍ଵାର ରୁ ରଞ୍ଜନ କୁମାର ସ୍ବାଇଁ ଙ୍କ ରିପୋର୍ଟ ସଙ୍ଘର୍ଷ ନିୟୂଜ୍ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More