ଶୀକାରି ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ୍ୟୁ

15

Get real time updates directly on you device, subscribe now.

ଅନୁଗୋଳ ( ସଂଘର୍ଷ ମିଡିଆ ) ) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ତାଳଚେର ରେଞ୍ଜ ଅନ୍ତର୍ଗତ କୁଲେଇ ଜଙ୍ଗଲ ମୋହନ ତଇଳା ନିକଟରେ ଶୀକାରି ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ମହିଳା ଜଣଙ୍କ କୁଲେଇ ଗ୍ରାମର ରସାନନ୍ଦ ବେହେରାଙ୍କ ପତ୍ନୀ ଚନ୍ଦ୍ରି ବେହେରା ବୋଲି ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More