ବାଲେଶ୍ଵର (ସଂଘର୍ଷ ମିଡିଆ ) : ହଁ ଦର୍ଶକ ବନ୍ଧୁ ଏକ ହାଇ ଭୋଲ୍ଟେଜର ଡ୍ରାମା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲା ବାଲିଆପାଳ ପୋଲିସ ଷ୍ଟେସନ ଅଧୀନ ରେମୁଣା ଗ୍ରାମରେ । ହଁ ଦର୍ଶକ ବନ୍ଧୁ ଦେଖିଲେ ଆପଣ ଚକିତ ହୋଇଯିବେ । ବାହାଘର ରୋଷଣିକରି ବର ଆସିଥିଲା କର୍ମଦା ପୋଲିସ ଷ୍ଟେସନ ଅନ୍ତର୍ଗତ ଉଲୁଡା ଗ୍ରାମରୁ । ବରଯାତ୍ରୀମାନେ ଭୋଜିରେ ଆପାୟିତ ହୋଇଥିଲେ । ହଁ ଦର୍ଶକ ବନ୍ଧୁ ବିବାହ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା । ବ୍ରାହ୍ମଣଙ୍କ ମନ୍ତ୍ର ଧୋନୀରେ ବିବାହ କାର୍ଯ୍ୟ ଚାଲିଥିଲା । ଠିକ ବର କନ୍ୟା ମଥାରେ ସିନ୍ଦୁର ପିନ୍ଧାଇବା ସମୟରେ କନ୍ୟା ହଠାତ ଉଠିଯାଇ ଚିଲେଇଲା ମୁଁ ବିବାହିତ ମୁଁ ଆଉଥରେ ସିନ୍ଦୁର ପିନ୍ଧିବିନି । ବେକରୁ ମଙ୍ଗଳସୂତ୍ର ଓ ହାତରୁ ମୁଦି ଫୋପାଡି ଆରମ୍ଭ କରିଦେଲେ ଡ୍ରାମା । ହଁ ଦର୍ଶକ ବନ୍ଧୁ ଦେଖନ୍ତୁ କିଭଳି କନ୍ୟା ଜଣକ ହାତରୁ କାଚ ବାହାର କରି ତଳକୁ ଫୋପାଡୁଛନ୍ତି । କନ୍ୟା ଘର ଲୋକ ଯେତେ ବୁଝାଇଲେ ମଧ୍ୟ କନ୍ୟା ତା ଜିଦରେ ଅଟଳ । ଚୁପ ଚାପ ବାର ଓ ତା ପରିବାର ଏହି ନାଟକ ଦେଖି ନାଚାର । ହଁ ଦର୍ଶକ ବନ୍ଧୁ ଏଭଳି ଅଭାବନୀୟ ଘଟଣା ଦେଖି ବର ମୂର୍ଚ୍ଛା ଯାଉଥିବାର ଦୃଶ୍ୟ ଆପଣମାନେ ଦେଖିପାରୁଥିବେ । ହଁ ଦର୍ଶକ ବନ୍ଧୁ ଶାସ୍ତ୍ରରେ ଅଛି ”ନାରିଣାମ ଭୂଷଣ ଲଜ୍ୟା , ଭୂଷଣମ କିଂ ପ୍ରୟୋଜନମ” । କନ୍ୟା ଜଣକ ଶିଷ୍ଠାଚାରର ସୀମା ଉଲଂଘନ କରିଚାଲିଗଲେ । ବିଚରା ପୁଅଟା କଣ ଭୁଲ କରିଥିଲା, ଶେଷରେ ଶିଶୁପାଳ ହୋଇ ଘରକୁ ଫେରିଲା ବ୍ଯୁରୋ ରିପୋର୍ଟ ସଂଘର୍ଷ ନ୍ୟୁଜ ।