ଲଗାଣ ବର୍ଷାରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ପାଚେରୀ ଭାଙ୍ଗି ୩ ବାଇକ୍ ଚୁରମାର

10

Get real time updates directly on you device, subscribe now.

ନବରଙ୍ଗପୁର୨୪/୭(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ସଦର ମହକୁମା, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନେକ ଲୋକ ନିଜ ନିଜର ବ୍ୟକ୍ତିଗତ କାମ କରିଵା ପାଇଁ ସବୁବେଳେ ଆସିଥାନ୍ତି । ଆଜିମଧ୍ୟ ସେହିପରି ଅନେକ ଲୋକ ନିଜ ନିଜ କାର୍ଯ୍ୟ ପାଇଁ କାର୍ଯ୍ୟାଳୟକୁ ଆସିଥିଲେ ଓ ନିଜ ନିଜ ମୋଟର ସାଇକେଲ ରଖିଥିଲେ ,କିନ୍ତୁ ଭାଗ୍ୟର ବିଡମ୍ବନା , ଭାବିବି ହୁଏନାହିଁ ।ହଠାତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ପାଚେରୀ ଭାଙ୍ଗି ପଡିବାରୁ ସେ ପାଖରେ ରହିଥିବା ତିନି ମୋଟର ସାଇକେଲ ଚୁରମାର ହୋଇ ଯାଇଛି ଓ ପାଖରେ ରହିଥିବା ଲୋକ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି l ଯଦି ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟର ପାଚେରୀ କାନ୍ଥ ଏହିପରି ହୋଇଥାଏ ,ତାହେଲେ ଅନ୍ୟ ସରକାରୀ କାନ୍ଥ ଗୁଡିକ କେଉଁ ପରି ତିଆରି ହୋଇଥିବ lତାହା ସମସ୍ତଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ?ଏଣୁ ଏଥିପ୍ରତି ସମସ୍ତେ ସଚେତନ ହେବା ଜରୁରୀ ବୋଲି ଜିଲ୍ଲା ବାସୀ ଙ୍କ ମନରେ ମତ ପ୍ରକାଶ ପାଇଛି । ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More