ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ପ୍ରକାର ସାମଗ୍ରୀ ଲୁଟି ନେଲେ ଦୁର୍ବୁତ୍ତ

18

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : -ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ନେମାଳ ଥାନା ନଗସପୁର ବଜାର ରେ ଥିବା ୧୬ ଟି ଦୋକାନରୁ ଚୋରି। ଏହି ବଜାର ରେ ଥିବା ବିଭିନ୍ନ ପ୍ରକାରର ଦୋକାନ ରୁ ଦୁର୍ବୁତ୍ତ ଲକ୍ଷାଧିକ ଟଙ୍କା ସହ ବିଭିନ୍ନ ପ୍ରକାରର ସାମଗ୍ରୀ ଲୁଟି ନେଇଥିବା ନେମାଳ ଥାନା ରେ ଅଭିଯୋଗ ହୋଇଛି। ଏହି ବଜାର ଠାରୁ ଅନତି ଦୂରରେ ଥାନା ହୋଇଥିଲେ ମଧ୍ୟ ଅନେକ ଥର ଏହି ବଜାରର ଥିବା ଦୋକାନରୁ ଚୋରି ହୋଇଥିବା ଅଭିଯୋଗ କରିଛନ୍ତି ଅଂଚଳବାସୀ। ତେଣୁ ଏଠାରେ ରାତ୍ର ସମୟରେ ପୋଲିସ ପେଟ୍ରୋଲିଂ କୁ କଡାକଡି କରିବାକୁ ଦୋକାନୀ ମାନେ ଦାବି କରିଛନ୍ତି। ଏପଟେ ଏହି ଚୋରି ଘଟଣାରେ ପୋଲିସର ତଦନ୍ତ ଜାରି ରହିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More