ରୋଟାରୀ କ୍ଲବ ସମ୍ବଲପୁରର ନୂଆଖାଇ ଭେଟଘାଟ

11

Get real time updates directly on you device, subscribe now.

କୃସମ୍ବଲପୁର(ସଂଘର୍ଷ ମିଡିଆ) : ଷି ଭିତ୍ତିକ ଗଣପର୍ବ ନୂଆଖାଇ,ପର୍ବ କିଛି ଦିନ ଆଗରୁ ପାଳନ ହୋଇଯାଇଛି କିନ୍ତୁ ତାହାର ଭେଟ ଘାଟ କାର୍ଯ୍ୟକ୍ରମ ଗତକାଲି ହୀରାକୁଦ କଲୋନୀ ସ୍ଥିତ ରୋଟାରୀ କ୍ଲବ ସମ୍ବଲପୁର ଠାରେ ବହୁ ଧୁମ ଧାମ ସହ କ୍ଲବ ସଦସ୍ୟ ସଦସ୍ୟା ଙ୍କ ସହ ପାଳନ ହୋଇଯାଇଛି l କାର୍ଯ୍ୟକ୍ରମ ରେ ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ଆଇ ଆଇ ଏମ ସମ୍ବଲପୁର ନିର୍ଦେଶକ ମହାଦେଓ ଜୟସୱାଲ ଯୋଗ ଦେଇଥିଲେ l ତତସଙ୍ଗେ ବିଭିନ୍ନ ପ୍ରକାର ସମ୍ବଲପୁରୀ ଲୋକାଭିମୁଖୀ ବାଦ୍ୟ ନାଚ ଗୀତ ସହ ପଶ୍ଚିମ ଓଡିଶା ର ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଥିଲା l ସମଗ୍ର କାର୍ଯ୍ୟକ୍ରମ କ୍ଲବ ସଭାପତି ରଂଜିତ ସିଂଘ ହୁରା ସମ୍ପାଦକ ଚିନ୍ମୟ ଶତପଥି ଉପସଭାପତି ସୁଶାନ୍ତ ମହାପାତ୍ର କୋଷାଧକ୍ଷ ସୁଜିତ ପାଣିଗ୍ରାହୀ ଡ଼ଃ ନାରାୟଣୀ ପଣ୍ଡା, ଡ଼ଃ ରାସେଶ୍ୱରୀ ପାଣିଗ୍ରାହୀ, ରାଜକିଶୋର ଦାସ, ପ୍ରବୀନ ସୁରି ଦ୍ୱାରା ପରିଚାଳିତ ହୋଇଥିଲା l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More