ରାସ୍ତାରେ ମଝିରେ ଯୁବକଙ୍କ ଉନ୍ମାଦ କାଣ୍ଡ

9

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : ଏଭଳି ଘଟଣା ସାମ୍ନାକୁ ଆସିଛି କଟକ ଜିଲ୍ଲା ଜଗତପୁର ନିମପୁର ସ୍ପୋର୍ଟସ କ୍ଲବ୍ ନିକଟ ରାସ୍ତାରେ। ନିମପୁର ସ୍ପୋର୍ଟସ କ୍ଲବ୍ ନିକଟ ରାସ୍ତାରେ ଜଣେ ଯୁବକ ଉନ୍ନମାଦ କାଣ୍ଡ ଘଟାଇଛନ୍ତି। ଯୁବକ ଜଣଙ୍କ ରାସ୍ତାରେ ଯାଉଥିବା ବାଇକ୍ ଆରୋହୀ,କାର୍ ଓ ଜଣେ ଯୁବତୀଙ୍କୁ ଗୋଡାଇ ଥିଲେ।ଯୁବକଙ୍କ ଏଭଳି ଉନ୍ମମାଦ ବ୍ୟବହାର ଦେଖି ସ୍ଥାନୀୟ ଅଞ୍ଚଳର କେତେକ ଯୁବକ କୌଶଳକ୍ରମେ ଯୁବକଙ୍କୁ କାବୁ କରିଥିଲେ। ଏଥିସହ ଜଗତପୁର ପୋଲିସକୁ ଖବର ଦେବାପରେ ଘଟଣା ସ୍ଥଳରେ ପୋଲିସ ପହଂଚିବା ପରେ କାବୁ କରିଥିବା ଯୁବକକୁ ଜଗତପୁର ଥାନା ପୁଲିସକୁ ଜିମା ଦେଇଛନ୍ତି। ଏନେଇ ପୋଲିସ ପ୍ରାଥମିକ ତଦନ୍ତଜାରି ରଖିଥିବା ସୂଚନା ଦେଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More