ରାସ୍ତାରେ ଆମ୍ବୁଲାନ୍ସ ଥୋଇ ଆତ୍ମହତ୍ୟା କଲେ ଆମ୍ବୁଲାନ୍ସ ଚାଳକ

9

Get real time updates directly on you device, subscribe now.

ବଦମ୍ବା(ସଂଘର୍ଷ ମିଡିଆ ) : : କାନପୁର ଥାନା ରୋଡ଼ ରେ ଆମ୍ବୁଲାନ୍ସ ଥୋଇ ରସି ଲଗାଇ ଆତ୍ମହତ୍ୟା କଲେ ୧୦୮ ଆମ୍ବୁଲାନ୍ସ ଚାଳକ। ଚାଳକ ହେଉଛନ୍ତି କାବୁଲି ସେନାପତି। କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଜନନୀ ରୋଗୀ ବାହକ ର ଚାଳକ ଥିଲେ। ଯୁବକ ଙ୍କର ଘର ଘର ତିଗିରିଆ ଥାନା ଅଧିନ ବିନ୍ଧାଣିମା ଗାଁ ରେ ବୋଲି ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି। କେଉଁ ପରିସ୍ଥିତିରେ ଯୁବକ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଖବର ପାଇ କାନପୁର ଥାନା ପୋଲିସ ର ତଦନ୍ତ ଜାରି ରହିଛି।।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More