ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ ବିଷୋଭ

10

Get real time updates directly on you device, subscribe now.

ଜଗତସିଂହପୁର( ସଂଘର୍ଷ ମିଡିଆ ) : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅନ୍ତର୍ଗତ ବାରେଡ଼ିଆ ଗ୍ରାମ ପଞ୍ଚାୟତ ଠାରେ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ କୋଭିଡ଼ି ନିୟମକୁ ପାଳନ କରାଯାଇ, କେନ୍ଦ୍ର ସରକାରଙ୍କ ଦ୍ଵାରା ପାରିତ ନୂତନ କୃଷି ବିଲର ବିରୋଧ ପଦର୍ଶନ କରାଯାଇଥିଲା । ସରକାର ଆଣିଥିବା କୃଷି ବିଲରେ ମଣ୍ଡଳ ଛେଦ ବ୍ୟବସ୍ଥା ଜିନବିରୋଧି ନୂତନ କୃଷି ବଲିର ସସୋଧନ ଚାଷକୁ ବ୍ୟସୋୟୀ କରଣ କରି କମ୍ପାନୀ ଦ୍ଵାରା ଠିକା ଚାଷ ପ୍ରଚଓନ ବ୍ୟବସ୍ଥା ତଥା କୃଷି କ୍ଷେତ୍ରକୁ କପୋରେଟ୍ ହାତରେ ଟେକିଦେଇ ଯେଉଁ ଚାଷୀ ପାଇଁ ନୀତି ଆପଣଯାଇଛି । ତାର ପ୍ରତ୍ୟାହାର ପାଇଁ ସଂଗଠନର ସଦସ୍ୟ ଦଶରଥ ବସ୍ତିଆ ମତପୋଷଣ କରିଥିଲେ। ଏଥିରେ ରାଷ୍ଟ୍ରୀୟ କିଷାନ ମହାସଂଘର ଅପ୍ରଣୀ ଚାଷୀ, ଅଜୟ କୁମାର ବେହେରା ,ନିରଂଜନ ବସ୍ତିଆ, ଜ୍ଞାନ ରଂଜନ ବେହେରା, ବିଶ୍ୱ ରଂଜନ ପ୍ରତିହାରୀ, ଦୀପକ ବେହେରା, ଚୈତନ୍ୟ ବେହେରା, ଜୀତନ କୁମାର ପରିଜା,ଗିରିଶ ଚନ୍ଦ ବସ୍ତିଆ,ଶରତ ଚନ୍ଦ୍ର ରାଉତରାୟ, ସମାଜ ସେବୀ କିଶୋର ଚନ୍ଦ୍ର ପାଳ,ଏବଂ କିଷାନ ମଜଦୁର ମହାସଂଘ ଜଗତସିଂହପୁର ସଭ୍ୟା ଶୁଭାଙ୍ଗୀ ମଧୁସ୍ମିତା ବସ୍ତିଆ, ଉପସ୍ଥିତ ରହି ସରପଞ୍ଚ ଶୀମତୀ ରେଣୁବାଳ ପାଳକୁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଦିଲ୍ଲୀପ କୁମାର ବେହେରାଙ୍କ ସହିତ ପ୍ରଦାନ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More