ରାଷ୍ଟ୍ରିୟ ବଜରଙ୍ଗ ସେନା ପୁଣି ଜବତ କଲେ ଗୋରୁ ଗାଡି

16

Get real time updates directly on you device, subscribe now.

ସାଲେପୁର( ସଂଘର୍ଷ ମିଡିଆ ) : ସାଲେପୁର ନିର୍ବାଚନ ମଣ୍ଡଳୀ ଜଗତପୁର ଗୋଲେଇ ଛକ ଠାରେ ଭୋର ୫ଟାରେ ରାଷ୍ଟ୍ରିୟ ବଜରଙ୍ଗୀ ସେନା ପକ୍ଷରୁ ଗୋରୁ ଗାଡି ଜବତ କରଯାଇଛି | ଏହି ବେଆଇନି ଗୋରୁ ଗାଡି ଆଠଗଡରୁ କୋଲକାତା ଅଭିମୁଖେ ଯାଉଥିବା ସମୟରେ ଜଗତପୁର ଗୋଲେଇଛକ ଠାରେ ରାଷ୍ଟ୍ରିୟ ବଜରଙ୍ଗ ସେନାର କିଛି ସଦସ୍ୟ ଏହି ଗାଡ଼ିଟିକୁ ଜବତ କରିଥିଲେ |
ତେବେ ରାଷ୍ଟ୍ରିୟ ବଜରଙ୍ଗ ସେନା ର ସଦସ୍ୟ ମାନେ ଆଜି ଭୋର ୫ ଟାରେ ୧୫ ରୁ ୨୦ ଗୋରୁ ଧରି ନେଇ ଯାଉଥିବା ସମୟରେ ଜଗତପୁର ଗୋଲେଇ ଛକ ଠାରେ ଏକ ପିକଅପ ଭ୍ୟାନ୍ ଓଡି ୦୫ ଏସ ୨୦୧ ୬ ନମ୍ବର ପିକଅପ ଭ୍ୟାନକୁ କାବୁ କରିଥିଲେ l ପିକପଭ୍ୟାନର ଡ୍ରାଇଭର ଓ ହେଲପର ସେଠାରୁ ଭ୍ୟାନଟିକୁ ଛାଡି ପଳାଇ ଯାଇଥିଲେ | ରାଷ୍ଟ୍ରିୟ ବଜରଙ୍ଗୀ ସେନା ଜଗତପୁର ପୋଲିସକୁ ଜଣାଇ ଗୋମାତାଙ୍କୁ ଗୋଶାଳାକୁ ସ୍ଥାନାନ୍ତର କରାଇବେ ବୋଲି ଜଗତପୁର ପୋଲିସ ସୂଚନା ଦେଇଥିଲେ |

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More