ରାବଣପୋଡ଼ି ଓ ଭସାଣି ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି

10

Get real time updates directly on you device, subscribe now.

ଭୁବନେଶ୍ୱର(ସଂଘର୍ଷ ମିଡିଆ) : ରାବଣପୋଡ଼ି ଓ ଭସାଣି ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୮ଟି ଗାଇଡଲାଇନ୍‌ ଜାରି କରାଯାଇଛି । ରାବଣପୋଡ଼ିର ୧୦୦ ମିଟର ଜୋନ୍‌ ଭିତରେ କୌଣସି ଦର୍ଶକ ରହିପାରିବେ ନାହିଁ ବୋଲି କୁହାଯାଇଛି । ଭସାଣି ପାଇଁ ୧୭ରୁ ଅଧିକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More