ରାଜ୍ୟ ସମାଜସେବୀ ମହାସଂଘର ସମ୍ମିଳନୀ ଅନୁଷ୍ଠିତ

8

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : – ପୁରୀ, ସଂସ୍କୃତି ଭବନ ଠାରେ ରାଜ୍ୟ ସମାଜସେବୀ ମହାସଂଘ, ଓଡିଶା ଦ୍ବାରା ରାଜ୍ୟସାରା ସମାଜସେବୀ ମାନଙ୍କୁ ନେଇ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହିଠାରେ ଆଗାମି ଦିନ ମାନଙ୍କରେ ରାଜ୍ୟର କୋଣ ଅନୁକୋଣରେ ସମାଜସେବୀ ମାନଙ୍କ ମଧ୍ୟରେ ଭାଇଚାରା ବଳବତର ରହିବା ସହିତ ଏକକ ସୂତ୍ରରେ ବନ୍ଧାହୋଇ ସମାଜ କଲ୍ୟାଣ କ୍ଷେତ୍ରରେ ଆଉ ଦୁଇପାଦ ଆଗେଇ ପାରିବେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ସ୍ଥାନିୟ ବିଧାୟକ ଶ୍ରୀ ଜୟନ୍ତ ଷଡଙ୍ଗୀ, ଭୂବନେଶ୍ବର ଜୟଦେବ ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ମୂଖ୍ୟବକ୍ତା ଡ. ବିକାଶ ଦାସ, ଶ୍ରୀ ମଧୂସୁଦନ ଦାସ, ସମ୍ମାନୀୟ ଅତିଥି ଅମିୟବାଳା ପରିଡା, ଶ୍ରୀ ଶିବ ସ୍ବାଇଁ, ରାଜଲକ୍ଷ୍ମୀ ମହାପାତ୍ର, ମହାସଂଘ ଆବାହକ ଶ୍ରୀପତୀ ଆଚାର୍ଯ୍ଯ, ସଭାପତି ନରୋତ୍ତମ ଦାସ, ସମ୍ପାଦକ ନାରାୟଣ ସାହୁ, ସହ ସଭାପତି ହରିଶ୍ଚନ୍ଦ୍ର ପଟ୍ଟନାୟକ କୋଷାଧକ୍ଷ ମାନସ ଥାଟୋଇ ଏବଂ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More