ରାଜ୍ୟର ୩ଟି ଜିଲାରୁ ହଟିଲା ୬୦ ଘଣ୍ଟିଆ ସଟ୍ ଡାଉନ

13

Get real time updates directly on you device, subscribe now.

,ଭଦ୍ରକ ( ସଂଘର୍ଷ ମିଡିଆ ) : ରାଜ୍ୟର ୩ଟି ଜିଲାରୁ ହଟିଛି ୬୦ ଘଣ୍ଟିଆ ସଟ୍ ଡାଉନ । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା କାରଣରୁ ରାଜ୍ୟ ସରକାର ବାଲେଶ୍ଵର ,ଭଦ୍ରକ ଓ ଯାଜପୁର ଜିଲାକୁ ଗତ ୨୩ ତାରିଖ ରାତି ୧୦ ଟାରୁ ସଟ୍ ଡାଉନ ଘୋଷଣା କରିଥିଲେ । ଆଜି ୩ ଟି ଜିଲାରୁ ସଟ୍ ଡାଉନ ହଟିବା ପରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More