ରାଜ୍ୟର ୧୬ ଜିଲାରେ ୧୭ କୋବିଦ-୧୯ ଡ଼ାକ୍ତରଖାନା

32

Get real time updates directly on you device, subscribe now.

ଭୁବନେଶ୍ବର (ସଂଘର୍ଷ ମିଡିଆ ) : କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ଯେପରି ତତ୍ପରତା ପ୍ରକାଶ କରିଛନ୍ତି ଅନ୍ୟ ରାଜ୍ୟରେ ସେପରି ଉଦାହରଣ କମ୍ । ରାଜ୍ୟର ୧୬ ଜିଲାରେ ବର୍ତମାନ ସୁଦ୍ଦା ୧୭ଟି କୋବିଦ-୧୯ ଡ଼ାକ୍ତରଖାନା ସ୍ଥାପନ ହୋଇଛି । କେବଳ ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ୧୦ଟି ସ୍ବତନ୍ତ୍ର କୋବିଦ-୧୯ ଡ଼ାକ୍ତରଖାନା ପ୍ରସ୍ତୁତ କରିଛି । ଏହିସବୁ ଡ଼ାକ୍ତରଖାନାରେ  ମୋଟ ୨୭୯୦ ଶଯ୍ୟା ରହିଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More