ରାଜ୍ୟରେ ୨ୟ ମୁଣ୍ଡ ନେଲା କରୋନା ଭୂତାଣୁ, ମୃତକ ଜଣକ ଭୁବନେଶ୍ଵର ମଧୁସୂଦନ ନଗର ଅଞ୍ଚଳର

11

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା ଭୂତାଣୁ ରାଜ୍ୟରେ ୨ୟ ମୁଣ୍ଡ ନେଇଛି। ମୃତକ ଜଣକ ହେଉଛନ୍ତି ଜଣେ ବୃଦ୍ଧ ଓ ସେ ଭୁବନେଶ୍ଵରର ମଧୁସୂଦନନଗର ଅଞ୍ଚଳର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୭୭ବର୍ଷୀୟ ଏହି ବୃଦ୍ଧ ଜଣକ କିମ୍‌ସ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସେ ଡାଇବେଟିସ ଏବଂ କିଡନୀ ଜନିତ ରୋଗରେ ମଧ୍ୟ ଆକ୍ରାନ୍ତ ଥିବା ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More