ରାଜ୍ୟରେ ୧୪ ଦିନରୁ ୨୧ ଦିନ ବଢ଼ିପାରେ ସଙ୍ଗରୋଧ ଅବଧି

15

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଓଡ଼ିଶାରେ ବଢ଼ିପାରେ ସଙ୍ଗରୋଧ ଅବଧି । ୧୪ ଦିନରୁ ଏହାକୁ ୨୧ ଦିନ ବୃଦ୍ଧି କରାଯାଇପାରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସ୍ବାସ୍ଥ୍ୟ ପରାମର୍ଶଦାତା ଡ଼ା. ଶ୍ରୀନାଥ ରେଡ଼ିଙ୍କ ମଧ୍ୟରେ ଭିଡ଼ିଓ କନ୍ଫରେନ୍ସ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More