ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭ କରୋନା ଆକ୍ରାନ୍ତ, ମୋଟ୍ ୮୫ ଜଣ ଆକ୍ରାନ୍ତ ସୁସ୍ଥ

28

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟର ଆଉ ୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁସ୍ଥ ହୋଇଥିବା ୧୭ ଜଣଙ୍କୁ ମିଶାଇ ରାଜ୍ୟରେ ମୋଟ୍ ୮୫ ଜଣ ଆକ୍ରାନ୍ତ ବର୍ତ୍ତମାନ ପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ଆଜି ସୁସ୍ଥ ହୋଇଥିବା ୧୭ ଜଣଙ୍କ ମଧ୍ୟରେ ସୁନ୍ଦରଗଡ ଜିଲାର ୭ ଜଣ ରହିଥିବା ବେଳେ ଖୋର୍ଦ୍ଧାର ୫ ଜଣ ,ଭଦ୍ରକର ୩ ଜଣ ଏବଂ ବାଲେଶ୍ଵରର ୨ ଜଣ ରହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More