ରାଜ୍ୟରେ ଲକଡାଉନ୍ ଅଞ୍ଚଳରେ ସକାଳ ୮ଟାରୁ ଦିନ୨ଟା ଯାଏ ଖୋଲା ରହିବ ବ୍ୟାଙ୍କ

12

Get real time updates directly on you device, subscribe now.

ଭୁବନେଶ୍ଵର : ରାଜ୍ୟର ଲକଡାଉନ୍ ଅଞ୍ଚଳରେ ଏଣିକି ସକାଳ ୮ଟାରୁ ଦିନ ୨ଟା ପର୍ଯନ୍ତ ବ୍ୟାଙ୍କ ଖୋଲା ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦେଶ ଜାରି କରାଯାଇଛି। ତେବେ ଗ୍ରାହକ ମାନଙ୍କୁ ଦିନ ଗୋଟାଏ ଯାଏ ବ୍ୟାଙ୍କିଙ୍ଗ ସେବା ମିଳିପାରିବ। ଆସନ୍ତାକାଲି ୨୦ ତାରିଖଠାରୁ ଏହି ନୂଆ ନିୟମ ଲାଗୁ ହେବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More