ଭୁବନେଶ୍ବର ( ସଂଘର୍ଷ ମିଡିଆ ) : ରାଜ୍ୟରେ ସୋମବାର କରୋନାରେ ଆଉ ୨ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୮୮୫କୁ ବୃଦ୍ଧି ହୋଇଛି। ୨ ଜଣ ମୃତକଙ୍କ ମଧ୍ୟରୁ ବାଲେଶ୍ବର ଓ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।