ରାଜ୍ୟରେ ଗୋଟିଏ ଦିନରେ ୨୪ଜଣ କରୋନା ସଂକ୍ରମିତ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି

9

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : କରୋନା କାୟାରେ କବଳିତ ଓଡ଼ିଶା । ଦିନକୁ ଦିନ ରାଜ୍ୟରେ କରୋନାର କାୟା ଅଧିକ ମାତ୍ରାରେ ବିସ୍ତାରିତ ହେବାରେ ଳାଗିଛି। ଦିନକୁ ଦିନ ସଂକ୍ରମତିଙ୍କ ସଂଖ୍ୟା ହୁ-ହୁ ହୋଇ ବଢିବାରେ ଲାଗିଛି। ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ପୁଣି ଗୋଟିଏ ଦିନରେ ୨୪ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୨୨୪ ଜଣ ବିଭିନ୍ନ ଡାକ୍ତରକାନାରେ ଚିକିତ୍ସିତ ହେଉଥିବା ବେଳେ ୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର ମୃତ୍ୟୁ ଘଟିଛି।  ଏହା ସହ ୧୯ଟି ଜିଲ୍ଲାକୁ କରୋନା ପ୍ରଭାବ ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More