ରାଜ୍ୟରେ କୋଭିଡ୍‌-୧୯ ନିୟମ ଉଲଙ୍ଘନ :୨୪ ଘଣ୍ଟାରେ ୨୪ ମାମଲା, ୬୬ ଗିରଫ

10

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ରାଜ୍ୟରେ କୋଭିଡ୍‌-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲଙ୍ଘନ କରିଥିବା ଅଭିଯୋଗରେ ମଇ ୩ରୁ ମଇ ୪ ତାରିଖ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୪ଟି ମାମଲା ଦାଏର କରାଯାଇଛି। ସେଥିମଧ୍ୟରୁ ୨୨ଟି ମାମଲା ଲକ୍‌ ଡାଉନ୍‌ ସଂପର୍କିତ ହୋଇଥିବାବେଳେ ଗୋଟିଏ ଗୁଜବ ପ୍ରଚାର ପାଇଁ ଏବଂ ଅନ୍ୟଟି କୋଭିଡ୍‌-୧୯ ସଂପର୍କିତ ଘଟଣା ପାଇଁ ଦାଏର ହୋଇଛି। ବିଭିନ୍ନ ଅଭିଯୋଗରେ ୬୬ ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ୍‌ ବାଗ୍‌ଚୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More