ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨, ଏମାନଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ

40

Get real time updates directly on you device, subscribe now.

ଭୁବନେଶ୍ବର (ସଂହାର ମିଡିଆ ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୨ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୫୬ ଜଣ ସୁସ୍ଥ ହୋଇଛନ୍ତି । ଏକଦା ଖୋର୍ଧା ଜିଲାରୁ ସର୍ବାଧିକ ସଂକ୍ରମିତ ଠାବ ହୋଇଥିବାବେଳେ ଏବେ ସୁସ୍ଥ ହେବା ରୋଗୀ ସଂଖ୍ୟା ମଧ୍ୟରେ ସର୍ବାଧିକ ଖୋର୍ଧା ଜିଲାରୁ ହୋଇଥିବା ସୂଚନା ମିଳିଛି । ମେ ୩ ତାରିଖ ଅପରାହ୍ନ ସୁଦ୍ଧା ଆଜି ଦିନରେ ୪ଟି ଜିଲାରେ ୫ ସଂକ୍ରମିତଙ୍କୁ ଠାବ କରାଯାଇଛି । ଏମାନଙ୍କ ମଧ୍ୟରେ ୨ ଜଣ ଗଞ୍ଜାମ ଜିଲାର ହୋଇଥିବାବେଳେ ଜରେ କେନ୍ଦୁଝରର, ଜଣେ ବାଲେଶ୍ବର ଜିଲାର ଓ ଜଣେ ଝାରସୁଗୁଡ଼ା ଜିଲା ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More