ରାଜ୍ୟରେ କରୋନା ସଂକମ୍ରିତ ହେଲେ ୪ ଡାକ୍ତର

9

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଓଡ଼ିଶାରେ ଗୋଟିଏ ପଟେ ଦୈନିକ ଶତାଧିକ ନୂଆ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। ଏପରିସ୍ଥଳେ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡ଼ାକ୍ତର ସଂକ୍ରମିତ ହେବା ନୂଆ ସମସ୍ୟା ସୃଷ୍ଟି କରିଛି। ଆଜି ରାଉରକେଲା ସରକାରୀ ଡ଼ାକ୍ତରଖାନାର ଦୁଇ ଡ଼ାକ୍ତରଙ୍କୁ ମିଶାଇ ଏପର୍ଯ୍ୟନ୍ତ ରାଜ୍ୟରେ ୪ ଜଣ ଡ଼ାକ୍ତର ସଂକମ୍ରିତ ହେଲେଣି। ଏହା ପୂର୍ବରୁ କଟକ ସିଟି ହସ୍ପିଟାଲ ଓ ଏମ୍ସ ଭୁବନେଶ୍ବରର ଜଣେ ଲେଖାଏଁ ଡ଼ାକ୍ତର ସଂକ୍ରମିତ ହୋଇଥିଲେ। ଗତ ମାସ ୨୭ ତାରିଖରେ ରାଜ୍ୟରେ ପ୍ରଥମ ଥର ପାଇଁ କଟକରେ ଜଣେ ଶିଶୁ ରୋଗ ବିଶେଷଜ୍ଞ ସଂକ୍ରମିତ ହୋଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More