ରାଜ୍ୟରେ ଆଜି ଗୋଟିଏ ଦିନରେ ୮୩ଟି କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୭କୁ ବୃଦ୍ଧି

9

Get real time updates directly on you device, subscribe now.

ଭୁବନେଶ୍ଵର ( ସଂଘର୍ଷ ମିଡିଆ ) : ଆଜି ଦିନକରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୪ରୁ ୩୭୭କୁ ଡେଇଁଲା। ଆଜି ଗୋଟିଏ ଦିନରେ ୮୩ଟି କରୋନା ପଜିଟିଭ୍ ଚିହ୍ନଟ ହୋଇଛି। ପ୍ରଥମ କରି ବୌଦ୍ଧରେ ୩ କରୋନା ଚିହ୍ନଟ କରାଯାଇଛି। କିଛିଦିନ ପରେ ପୁଣି ପୁରୀ ଜିଲାକୁ କରୋନା ଫେରିଛି। ପୁରୀ ଜିଲା କରୋନା ପଜିଟିଭ୍‌ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍‌ କରି ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More