ରାଜ୍ୟରେ ଆଉ ୫୭୭ କରୋନା ରୋଗୀ ଚିହ୍ନଟ , ମୋଟ ସକ୍ରମିତଙ୍କ ସଂଖ୍ୟା ୧୧୨୦୧କୁ ବୃଦ୍ଧି

15

Get real time updates directly on you device, subscribe now.

ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ରାଜ୍ୟରେ ଗୁରୁବାର ଆଉ ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୨୦୧ରେ ପହଂଚିଛି।ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଟ୍ୱଟ ଯୋଗେ ସୂଚନା ମିଳିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More